ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ: ଅନ୍ୟ ଉପାୟରେ ଦେଶକୁ ଧ୍ୱଂସ କରିବାକୁ ପ୍ଲାନ କରୁଛି ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ତଥ୍ୟ। ଋଷ ଗୁଳିଗୋଳା ଆଉ ବମରେ ଯୁଦ୍ଧ ନ କରି ଉଠାଇବ ବଡ ଅସ୍ତ୍ର। ୟୁକ୍ରେନ ଉପରେ ଖୁବ ଶୀଘ୍ର ଋଷ କେମିକାଲ ଆଟାକ କରିପାରେ ବୋଲି ଚେତାବନୀ ଦେଇଛି ଆମେରିକା। ହ୍ୱାଇଟ ହାଉସ ତରଫରୁ ଏକ ବୟାନ ଜାରି କରି ଏ ନେଇ ଆମେରିକା ସୂଚନା ଦେଇଛି। ବୋମା ପରିବର୍ତ୍ତେ ଏବେ ବାୟୋଲୋଜିକାଲ ଏବଂ କେମିକାଲକୁ ହତିଆର ବନେଇପାରେ … Continue reading ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ: ଅନ୍ୟ ଉପାୟରେ ଦେଶକୁ ଧ୍ୱଂସ କରିବାକୁ ପ୍ଲାନ କରୁଛି ଋଷ